Jump to content

ବିନିହତ

ଉଇକିଅଭିଧାନ‌ରୁ

ବିନିହତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ନିହତ)

[ସମ୍ପାଦନା]
୧. ବିଶେଷରୂପେ ଆହତ — ୧. Wounded.
୨. ମାରତି ; ହତ —୨. Killed
୩. ଧ୍ୱସ୍ତ; ବିନଷ୍ଟ —୩. Destroyed.
୪. ଲୁପ୍ତ; ମୂଳୋତ୍ପାଟିତ —୪. Extinct; eradicated.