Jump to content

ବିନିୟତ

ଉଇକିଅଭିଧାନ‌ରୁ

ବିନିୟତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ (ବି+ନି+ଯମ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ସଂଯତ — ୧. Restrained; curbed.
୨. ନିରୁଦ୍ଧ — ୨. Confined.
୩. ଶାସିତ —୩. Ruled; controlled; kept under discipline.
୪. ନିବାରିତ — ୪. Prevented.