Jump to content

ବିନୀତାତ୍ମା

ଉଇକିଅଭିଧାନ‌ରୁ

ବିନୀତାତ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହି; ବିନୀତ+ଆତ୍ମନ୍; ୧ମା. ୧ବ.)

[ସମ୍ପାଦନା]
୧. ନମ୍ର ପ୍ରକୃତିବିଶିଷ୍ଟ —୧. Humble-minded.
୨. ଧର୍ମାତ୍ମା —୨. God-fearing.
୩. ଜିତାତ୍ମା —୩. Self-controlled.