Jump to content

ବିନୀୟମାନ

ଉଇକିଅଭିଧାନ‌ରୁ

ବିନୀୟମାନ

ଉଚ୍ଚାରଣ

[ସମ୍ପାଦନା]
(ବିନୀୟମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବି+ନୀ ଧାତୁ+କର୍ମ. ଅନ)

[ସମ୍ପାଦନା]

ଶିକ୍ଷ୍ୟମାଣ; ଯାହାକୁ ଶିକ୍ଷା ଦିଆଯାଉଅଛି — Being trained or educated; undergoing training.