Jump to content

ବିନେତା

ଉଇକିଅଭିଧାନ‌ରୁ

ବିନେତା

ଉଚ୍ଚାରଣ

[ସମ୍ପାଦନା]
(ବିନେତ୍ରୀ—ସ୍ତ୍ରୀ) 

ସ. ବିଶେଷ୍ୟ - ପୁଲିଙ୍ଗ - (ବି+ନୀ ଧାତୁ+କର୍ତ୍ତୃ. ତୃ; ୧ମା ୧ବ)

[ସମ୍ପାଦନା]
୧. ଶିକ୍ଷକ —୧. Instructor.
୨. ଶାସନକର୍ତ୍ତା; ନିୟମକର୍ତ୍ତା —୨. Ruler.
୩. ରାଜା —୩. King.
୪. ଦଳର ନେତା —୪. Leader.