Jump to content

ବିନେୟ

ଉଇକିଅଭିଧାନ‌ରୁ

ବିନେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ନୀ ଧାତୁ+କର୍ମ ଯ)

[ସମ୍ପାଦନା]
୧. ଶିକ୍ଷଣୀୟ — ୧. Fit to be traincd.
୨. ଦଣ୍ଡନୀୟ —୨. puni shable.
୩. ଗ୍ରାହ୍ୟ —୩. Acceptable.