Jump to content

ବିନୋଇବା

ଉଇକିଅଭିଧାନ‌ରୁ

ବିନୋଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ବିନୟ)

[ସମ୍ପାଦନା]
୧. ବିନୀତ ହୋଇ କହିବା — ୧. To speak humbly.
୨. ବିନୀତ ହେବା — ୨. To be submissive.
୩. ନିବେଦନ କରିବା — ୩. To submit respectfully,

(ଉ—କର ଅଞ୍ଜଳି ଶିରେ ଦେଇ, ମୁନିଙ୍କ ଚରଣେ ବିନୋଇ ଭୂପତି, ପ୍ରେମପଞ୍ଚାମୃତ)