ବିନୋଦ
ଦେଖଣା
ବିନୋଦ
ଉଚ୍ଚାରଣ
[ସମ୍ପାଦନା](ବିନୋଦିତ—ବିଣ)
ସଂସ୍କୃତ - ବିଶେଷ୍ୟ - (ବି+ନୁଦ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ମନସ୍ତୁଷ୍ଟି; ଆନନ୍ଦ —୧. Gratification of mind; pleas ure; happines.
- ୨. ଔତ୍ସୁକ୍ୟ — ୨. Eagerness; vehemence.
- ୩. ବିହାର; ଲୀଳା — ୩. pastime.
- ୪. ଆମୋଦ ପ୍ରମୋଦ; କ୍ରୀଡ଼ାକୌତୁକ — ୪. Pleasures; amusements; merriment; sports; play.
- ୫. ଅପନୟନ; ଅପନୋଦନ — ୫. Relieving of distress; alleviating; palliating.
- ୬. ପ୍ରବୋଧନ; ସାନ୍ତ୍ୱନାଦାନ୍ —୬. Con-solation.
- ୭. (+କରଣ ଅ) ସମୟ ଯାପନୋପାୟ — ୭. Diversion; relaxation.
- ୮. ରସିକତା ପ୍ରକାଶ —୮. Witticism; humour.
- ୯. (+ଅଧି— କରଣ ଅ) ରାଜ ଗୃହ ବିଶେଷ; ପ୍ରମୋଦ ଗୃହ (ହିନ୍ଦୀ - ଶ) — ୮. A king's pleasure house.
- ୯. (+କରଣ ଅ) ଆଲିଙ୍ଗନବିଶେଷ —୯. A sort sexual enjoyment (Apte) or of embrance.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ମନୋହର; ସୁନ୍ଦର —Beautiful.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବିନୋଦ— ବିହାରୀର ଡାକ ନାମ —A popular name for Binodabihārī.