Jump to content

ବିନୋଦନ

ଉଇକିଅଭିଧାନ‌ରୁ

ବିନୋଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ନୁଦ୍ ଧାତୁ+ଭାବ ଅନ)

[ସମ୍ପାଦନା]
୧. ବିନୋଦ (ଦେଖ) - — ୧. Binoda (See)
୨. ମନସ୍ତୋଷଣ — ୨. Gratifying of the mind.
୩. କ୍ରିଡ଼ାକରଣ —୩. Playing.