ବିନୋଦିଆ
ଦେଖଣା
ବିନୋଦିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ବିନୋଦୀ)
[ସମ୍ପାଦନା]- ୧. ଆମୋଦ ପ୍ରିୟ — ୧. Fond of sports or amusements.
- ୨. (ଅମୁକରେ) କ୍ରିଡ଼ା କରିବାକୁ ଯେ ସୁଖପାଏ —୨. Fond of sporting with.
(ଉ—ଫୁଲ ଫୁଲେ ସବୁ ଭିଆଣ ଯେଣୁ ସେ ପ୍ରଭୁ ଫୁଲ ବିନୋଦିଆ ଦୀନକୃଷ୍ଣ, ଜଗମୋଦନ
- ୩. କ୍ରିଡ଼ାପ୍ରିୟ —୩. Sportive.
- ୪. ସୁନ୍ଦର —୪. Charming; graceful.
- ୫. ଆନନ୍ଦପ୍ରଦ —୫. Gratifying.
- ୬. ରସିକ —୬. Witty; humorous.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]An epithet of Ṡrīkṛushṇa.