Jump to content

ବିନୋଦୀ

ଉଇକିଅଭିଧାନ‌ରୁ

ବିନୋଦୀ

ଉଚ୍ଚାରଣ

[ସମ୍ପାଦନା]
(ବିନୋଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିନୋଦ+ଯୁକ୍ତାର୍ଥେ ଇନ୍; ୧ମା ୧ବ)

[ସମ୍ପାଦନା]
୧. ପ୍ରମୋଦଯୁକ୍ତ; କ୍ରିଡ଼ାପ୍ରିୟ; କ୍ରୀଡ଼ାଶୀଳ — ୧. Sportive.
୨. ଆମୋଦପ୍ରଦ — ୨. Gratifying.
୩. ପରିହାସପ୍ରିୟ —୪. Fond of jests; jestivel jocular.
୪. ରସିକ —୪. Witty; humorous.