Jump to content

ବିନ୍ତି

ଉଇକିଅଭିଧାନ‌ରୁ

ବିନ୍ତି

ଉଚ୍ଚାରଣ

[ସମ୍ପାଦନା]

(ବିନିତି, ବିନ୍ତି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ବୈଦେ, ବିଶେଷ୍ୟ - (ସ୍ପେନ୍ଦେଶୀୟ ଭାଷା ବନ୍ତେ=ବିନ୍ତୀ; ତୁଳ. ସଂସ୍କୃତ - ବିଂଶତି)

[ସମ୍ପାଦନା]
୧. ଏକପ୍ରକାର ତାସ୍ ଖେଳ (ଯହିଁରେ ୨ଜଣ ଖେଳାଳି ଖେଳନ୍ତି) —୧. Vinte; a kind of game at cards played by ୨ players,
୨. ଗ୍ରାବୁ ଖେଳରେ କ୍ରମନିମ୍ନ ୩ ଖଣ୍ଡି ତାସ୍ ଜଣେ ଖେଳାଳିର ହାତରେ ପଡ଼ିବା ଅବସ୍ଥା —A state in the game of cards.

[ଦ୍ରଷ୍ଟବ୍ୟ —ଏକ ପକ୍ଷର ହାତରେ ଏକ ରଙ୍ଗର କ୍ରମିକ ୩ ଖଣ୍ଡ ତାସ ପଡ଼ିଗଲେ ଉକ୍ତ ପକ୍ଷର ବିନ୍ତି ହୁଏ ଏକ ପକ୍ଷର ବିନ୍ତି ହେଲେ ଅପର ପକ୍ଷକୁ ୨ ଫୋଟା ଅଧିକ (୬୭: ଫୋଟା) ଦେଖାଇବାକୁ ହୁଏ ତାସ୍ ତଳେ ନୋଟ୍ ଦେଖ]



ବିନ୍ତି

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ବିନ୍ତି (ଦେଖ) - Bin—ti (See)