ବିନ୍ଦୁବିସର୍ଗ
ଦେଖଣା
ବିନ୍ଦୁବିସର୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିନ୍ଦୁବିସର୍ଗ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ଘଟଣାର କିଞ୍ଚିନ୍ନାତ୍ର ସଂବାଦ — Any slightest information about any matter.
(ଯଥା—ମୁଁ ଏ କଥାର ବିନ୍ଦୁ ବିସର୍ଗ ଜାଣେ ନାହିଁ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ଲେଖାରେ ଅକ୍ଷରମାନଙ୍କରେ ଥିବା ବିନ୍ଦୁ (ଅନୁସ୍ୱାର) ଓ ବିସର୍ଗ ଚିହ୍ନ— ମାନ —୧. The dots and dashes in a writing.
- ୨. ଅନୁସ୍ୱାର ଓ ବିସର୍ଗର ଚିହ୍ନମାନ — ୨. The signs of Anuswāra and disarge.