Jump to content

ବିନ୍ଦୁସର

ଉଇକିଅଭିଧାନ‌ରୁ

ବିନ୍ଦୁସର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ନାମ)

[ସମ୍ପାଦନା]

ତବ୍ଦତ ଦେଶାନ୍ତର୍ଗତ ପ୍ରସିଦ୍ଧ ଜଳାଶୟ — An inland lake in tibet,

(ବିନ୍ଦୁ ସରୋବର; ବିନ୍ଦୁ ହ୍ରଦ—ଅନ୍ୟରୂପ)

[ ଦ୍ର—ଏହା ମୈନାକ ପର୍ବତ ସମୀପରେ ଥିବା ମହାଭାରତରେ ଉଲ୍ଲିଖିତ ଅଛି, ଯଥା—ମଇନାକ ପର୍ବତେ ହୋଇଲେ ପ୍ରବେଶ— * * * ତାହା ସମୀପେ ଯେଉଁ ବିନ୍ଦୁ ସର ଅଛି କୃଷ୍ଣସିଂହ. ମହାଭାରତ. ସଭା ଭାଗୀରଥୀ ଗଙ୍ଗାକୁ ପୃଥିବୀରେ ଅବ— ତରଣ କରାଇବା ପାଇଁ ଏହିଠାରେ ତପସ୍ୟା କରିଥିଲେ]