ବିନ୍ଦୁ ଜାଳ
ଦେଖଣା
ବିନ୍ଦୁ ଜାଳ
ଉଚ୍ଚାରଣ
[ସମ୍ପାଦନା](ବିନ୍ଦୁ ଜାଳକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବିନ୍ଦୁ=କ୍ଷୁଦ୍ର ଚିହ୍ନ+ଜାଳ=ସମୃହ)
[ସମ୍ପାଦନା]- ୧. ବିନ୍ଦୁ ସମୂହ —୧. A namber of drops.
- ୨. ହସ୍ତିର ଗଣ୍ଡ ସ୍ଥଳରେ ଥିବା କ୍ଷୁଦ୍ର କ୍ଷୁଦ୍ର ଚିହ୍ନ; ପଦ୍ମକ — ୨. The white or reddish spots on the temples of an elephant.
- ୩. ହାତିର ମୁହଁ ଓ ଶୁଣ୍ଡରେ ଚିତ୍ରିତ ବିନ୍ଦୁଚୟ —୩. Marks of coloured paint on the trunk and face of an elephant (Apte)