Jump to content

ବିନ୍ଦୁ ସରୋବର

ଉଇକିଅଭିଧାନ‌ରୁ

ବିନ୍ଦୁ ସରୋବର

ଉଚ୍ଚାରଣ

[ସମ୍ପାଦନା]

ବିନ୍ଦୁସାଗର, ବିନ୍ଦୁହ୍ରଦ

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭୂବନେଶ୍ୱରରେ ଥିବା ସୁନାମପ୍ରସିଦ୍ଧ ଜଳାଶୟ —A tank in Bhubaneṡwra.

[ଦ୍ରଷ୍ଟବ୍ୟ —ଏକାମ୍ର ପୁରାଣ ମତରେ ସବୁ ତୀର୍ଥରୁ ଜଳବିନ୍ଦୁମାନ ସଂଗୃହୀତ ହୋଇ ଏ ଜଳାଶୟରେ ଅଛି ଫଳତଃ ଏ ଜଳରେ ନେଳି ଉଦ୍ଭିଦ କଣାମାନ ପୂର୍ଣ୍ଣ ହୋଇଅଛି ଏବଂ ଦେଖାଯାଇଅଛି ଯେ ଏ ଜଳକୁ ଦଶ ବାଳ ପ୍ରସ୍ତ କନାରେ ଛାଣିଲେ ସୁଦ୍ଧା ଏ ନେଳି ବିନ୍ଦୁଧଳାବିନ୍ଦୁରେ ପରିଣତ ହୁଏ, କିନ୍ତୁ ପାଣି ବିନ୍ଦୁମୟ ଦେଖାଯାଉଥାଏ ଏଠାରେ ଲିଙ୍ଗରାଜ ମହାପ୍ରଭୂଙ୍କ ଚଳନ୍ତି ପ୍ରତିମାଙ୍କଦ୍ୱାରା ଚନ୍ଦନଯାତ୍ରା ଉତ୍ସବ କରାଯାଏ ଏ ହ୍ରଦର ମଝିରେ ଗୋଟିଏ ବଡ଼ବେଦୀ ଓ ଚନ୍ଦନ ମଣ୍ଡପ ଅଛ ଏ ହ୍ରଦ କ୍ରମଶଃ ପଙ୍କରେ ପୋତି ହୋଇ ଯାଉଛି]