Jump to content

ବିନ୍ଧଣା

ଉଇକିଅଭିଧାନ‌ରୁ

ବିନ୍ଧଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
[ବିନ୍ଧ(ନ୍ଧୁ)ଖୀ—ସ୍ତ୍ରୀ] 

ଦେଶଜ - ବିଶେଷଣ - (ସଂସ୍କୃତ - ବ୍ୟଧ ଧାତୁ)

[ସମ୍ପାଦନା]
୧. ମାରଣ (ଗାଈ, ବଳଦ ଆଦି); ଯେଉଁ ଶୃଙ୍ଗଯୁକ୍ତ ପଶୁ ଶୃଙ୍ଗଦ୍ୱାରା ମନୁଷ୍ୟକୁ ଭୂସେ —୧. Given to gor. ing people with horns (said of a horned animal).
୨. (ଲକ୍ଷଣାର୍ଥ) ଯେଉଁ ଲୋକ ନିଷ୍ଠୁର ବାକ୍ୟ କହେ; କଟୁଭାଷୀ — ୨. Of foul speech

=== ପ୍ରାଦେଶିକ - (କଳାହାଣ୍ଡି) ବିଶେଷ୍ୟ - (ସଂସ୍କୃତ - ବେଧନାସ୍ତ୍ର)

ବଟାଳି —Chisel.