ବିନ୍ଧା
ଦେଖଣା
ବିନ୍ଧା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ବ୍ୟଧ୍ ଧାତୁ)
[ସମ୍ପାଦନା]- ୧. ବିନ୍ଧିବା; ଶୃଙ୍ଗଦ୍ୱାରା ଭେଦ କରଣ —୧. Going with the horns.
- ୨. ବୁଣାଦିର ବ୍ୟଥା —୨. Aching pain of boils.
- ୩. ଫୋଡ଼ିବା; ବିନ୍ଧକରଣ —୩. Act of drilling or piercing.
- ୪. ଶରନିକ୍ଷେପ କରିବା — ୪. Throwing of a dart.
ଦେଶଜ - ବିଶେଷଣ -
[ସମ୍ପାଦନା]ବିନ୍ଧ ହୋଇଥିବା —Gored.