Jump to content

ବିନ୍ଧ୍ୟବାସିନୀ

ଉଇକିଅଭିଧାନ‌ରୁ

ବିନ୍ଧ୍ୟବାସିନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବିନ୍ଧ୍ୟବାସୀର ସ୍ତ୍ରୀଲିଙ୍ଗ —Feminine from of Bindhyabāsī.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦୁର୍ଗା —୧. Durgā.
୨. ବିନ୍ଧ୍ୟାଚଳରେ ପ୍ରତିଷ୍ଠିତା ଦୁର୍ଗାଦେବୀ —୨. The name of an idol of Durgā worshipped in the Bindhya hills.