Jump to content

ବିନ୍ଧ୍ୟବାସୀ

ଉଇକିଅଭିଧାନ‌ରୁ

ବିନ୍ଧ୍ୟବାସୀ

ଉଚ୍ଚାରଣ

[ସମ୍ପାଦନା]
(ବନ୍ଧ୍ୟବାସିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ବିନ୍ଧ୍ୟ ପର୍ବତରେ ବାସ କରୁଥିବା — LIving in the Bindhya hills.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୁନିବିଶେଷ; ବ୍ୟାଡ଼ିମୁନି —Name of a sage

[ଦ୍ରଷ୍ଟବ୍ୟ —ଏ ପ୍ରସିଦ୍ଧ ସଂସ୍କୃତ ବୈୟାକରଣିକ ଥିଲେ]