Jump to content

ବିନ୍ନ

ଉଇକିଅଭିଧାନ‌ରୁ

ବିନ୍ନ

ଉଚ୍ଚାରଣ

[ସମ୍ପାଦନା]
(ବିନ୍ନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବିଦ୍ ଧାତୁ+କର୍ମ ତ)

[ସମ୍ପାଦନା]
୧. ପ୍ରାପ୍ତ —୧. Got; obtained.
୨. ବିଚାରିତ —୨. Considered; judged.
୩. ବିବାହିତ —୩. Married.
୪. ଅବସ୍ଥିତ —୪. Situated.
୫. ଜ୍ଞାତ —୫. Known.
୬. ପରିଚିତ —୬. Acquainted with.
୭. ଆଲୋ— ଚିତ —୭. Discussed (Apte)