ବିନ୍ୟସ୍ତ
ଦେଖଣା
ବିନ୍ୟସ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+ନ+ଅସ୍ ଧାତୁ+କର୍ମ. ତ)
[ସମ୍ପାଦନା]ସଜ୍ଜିତ; ଯଥା— କ୍ରମରେ ରଚିତ; ଖଚିତ —୧. Arranged in order; methodically arranged; paved; inlaid.
- ୨. ସ୍ଥାପିତ —୨. Set; placed; put down; fixed.
- ୩. ବିକ୍ଷିପ୍ତ —୨. Scattered; thrown.
- ୪. ଅର୍ପିତ —୪. Deposited; presented.
- ୫. ହସ୍ତରେ ଦତ୍ତ; ନ୍ୟସ୍ତ —୫. Delivered (Apte)