ବିନ୍ୟାକର ରାଜଗୁରୁ
ଦେଖଣା
ବିନ୍ୟାକର ରାଜଗୁରୁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବି—(ନାମ)
[ସମ୍ପାଦନା]ଉତ୍କଳର ଜଣେ ପ୍ରସିଦ୍ଧ ସ୍ମୃତିକାର —An Oriya social lawgiver in Sanscrit.
(ଦ୍ର—ଏ ୧୪ଶ ଶତାବ୍ଦୀର ପଣ୍ଡିତ; 'ବାଜପେୟୀ' ଉପାଧି ଲାଭ କରିଥିଲେ 'ନିତ୍ୟାଚାର ପ୍ରଦୀପ' ନାମକ ସଂସ୍କୃତ ପୁସ୍ତକ ଏହାଙ୍କଦ୍ୱାରା ପ୍ରଣୀତ ଜଗବନ୍ଧୁ ପ୍ରାଚୀନ ଉତ୍କଳ
'ଧର୍ମ ଶାସ୍ତ୍ର ପ୍ରଦୀପ' ନାମକ ଗ୍ରନ୍ଥ ମଧ୍ୟ ଏହାଙ୍କ କୃତ ଏହାଙ୍କ ବଂଶଧରମାନେ ବର୍ତ୍ତମାନ ପୁରୀ ଜିଲ୍ଲା ବୀରନରସିଂହପୁରରେ ଅଛନ୍ତି)