ବିନ୍ୟାସିବା
ଦେଖଣା
ବିନ୍ୟାସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ)କ୍ରିୟାପଦ - (ସଂସ୍କୃତ - ବିନ୍ୟାସ)
[ସମ୍ପାଦନା]- ୧. ସ୍ଥାପନ କରିବା; ଥୋଇବା —୧. To place; to lay.
[ଉ—ବର—ପଦ୍ନେ ଗଣ୍ଡମଣ୍ଡଳ ବିନ୍ୟାସି କରୁଥାଇ ବାଳା ଧ୍ୟାନ ରାଧାନାଥ. ଯଯାତି]
- ୨. (ମନ) ବଳା— ଇବା —୨. To hanker after; to be bent upon.
[ଉ—ବିଧି କରିଛି ନବୀନା ରାମ ବିନା ବିନ୍ୟାସିବ ନାହିଁ ଚିତ୍ତ ଆନେ ଗୋ ବୈଦେହୀ ଭଞ୍ଜ. ବୈଦେହୀଶବିଳାସ]