Jump to content

ବିନୟଗ୍ରାହୀ

ଉଇକିଅଭିଧାନ‌ରୁ

ବିନୟଗ୍ରାହୀ

ଉଚ୍ଚାରଣ

[ସମ୍ପାଦନା]

(ବିନୟସ୍ଥ—ଅନ୍ୟରୂପ)

(ବିନୟଗ୍ରାହିଣୀ, ବିନୟସ୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]
୧. ବଚନରେ ସ୍ଥିତ; କଥାର ବାଧ୍ୟ — ୧. Submissive; obedient; obliging.
୨. ବିନୀତ —୨. Humble; modest.