Jump to content

ବିନୟୀ

ଉଇକିଅଭିଧାନ‌ରୁ

ବିନୟୀ

ଉଚ୍ଚାରଣ

[ସମ୍ପାଦନା]
(ବିନୟିନୀ—ସ୍ତ୍ରୀ) 

ସଂସ୍କୃତ - ବଣ. ପୁ (ବିନୟ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ବିନୀତ; ନମ୍ର —୧. Humble; modesty; condescending.
୨. ଶିଷ୍ଟ —୨. Polite.
୩. ଶାନ୍ତ — ୩. Gentle.

(ଉ—ଚରଣୁ ବନ୍ଧନ ଫେଡ଼ାଇ, କହନ୍ତି ବଚନ ବିନୟୀ—ଜଗନ୍ନାଥ. ଭାଗବତ)