Jump to content

ବିନୟ ବଚନ

ଉଇକିଅଭିଧାନ‌ରୁ

ବିନୟ ବଚନ

ଉଚ୍ଚାରଣ

[ସମ୍ପାଦନା]

ବିନୟ ବାକ୍ୟ, ବିନୟ ଭାଷାଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୋମଳ କଥା; ବିନୟ ବାକ୍ୟ — ୧. Polite or modest words.
୨. ନମ୍ର ବାକ୍ୟ —୨. Submissive speech.

(ଉ—ବାହୁଡ଼ିବା ଲାଗି ସ୍ୱବାସେ ମାଗିଲା ବିନୟ ଭାଷେ ମେଲାଣି ରାଧାନାଥ. ଯଯାତି)