ବିପକ୍ଷ
ଦେଖଣା
ବିପକ୍ଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି=ବିରୁଦ୍ଧ+ପକ୍ଷ+ପାର୍ଶ୍ୱ, ସହାୟ)
[ସମ୍ପାଦନା]- ୧. ଶତ୍ରୁ —୧. Enemy.
- ୨. ବୁରୁଦ୍ଧପକ୍ଷୀୟ ବ୍ୟକ୍ତି —୨. Adversary; antagonist.
- ୩. ବିବାଦରେ ଅପର ପକ୍ଷ;ପ୍ରତିବାଦୀ —୩. The opposit party in a dispute
- ୪. ନ୍ୟାୟ ଆଦିରେ ଏକ ଯୁକ୍ତିର ବିରୁଦ୍ଧ ଯୁକ୍ତ —୪. The opposite side of an argument.
- ୪. ଶତ୍ରୁର ଦଳ —୫. The party of one's enemy.
- ୬. କୌଣସି ଉକ୍ତିର ଅଭିଯୋଗର ଖଣ୍ଡନ(ହିନ୍ଦୀ - ଶ) —୬. Refutation or reply to a saying or charge.
- ୭. (ବ୍ୟକରଣ) ବାଧକ ନିୟମ; କୌଣସି ନିୟମକୁ ବିରୁଦ୍ଧ ବ୍ୟବସ୍ଥା (ହିନ୍ଦୀ - ଶ) —୭. Oppsition to a gram-matical rule.
- ୮. (୬ଷ୍ଠୀ ତତ୍; ବି+ପକ୍ଷ)—ପକ୍ଷୀର ଡେଣା —୮. Birds's wing.
[ବିପକ୍ଷତା(ତ୍ୱ)—ବି]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ପକ୍ଷରହିତ —୧. WIng less.
- ୨. ଶତ୍ରୁ ପକ୍ଷୀୟ —୨. Adverse; belonging to the enemy's camp.
- ୩. ଶତ୍ରୁତାପନ୍ନ —୩. Hostile; inimical.
- ୪. ଅପର ପକ୍ଷୟ —୪. Belonging to the opposite party; antagonistic.
- ୫. ଯାହାରତ କେହି ସହାୟକ ନାହିଁ; ଅସହାୟ (ହିନ୍ଦୀ - ଶ) —୫. Helpless.
- ୬. ପ୍ରତୀଦ୍ୱନ୍ଦୀ —୬. Rival.