ବିପତିତ
ଶୂନ୍ୟରୁ ଆସି ଉପସ୍ଥିତ —Befallen; come all on a sudden; fallen from nowhere.
[ଉ—ବିପତିତ ଯେ ପତିତ ତ୍ରାହି ଦୂତ ସୂବେଳ ସୁବେଳ ଗିରି ଯେ ଭଞ୍ଜ. ବୈଦେହୀଶରବିଳାସ]