ବିପତ୍ତାରକ
(ବିପତ୍ତାରିକା—ଅନ୍ୟରୂପ)
ବିପତ୍ତାରିକ, ବିପତ୍ତାରିଣୀସ୍ତ୍ରୀ
ଯେ ବିପଦରୁ ଉଦ୍ଧାର କେର —One who delivers a person from calamity; delivering a person from danger.