Jump to content

ବିପତ୍ତି

ଉଇକିଅଭିଧାନ‌ରୁ

ବିପତ୍ତି

ଉଚ୍ଚାରଣ

[ସମ୍ପାଦନା]

(ସମ୍ପତ୍ତି—ବିପରୀତ)

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ପଦ୍ ଧାତୁ+ଭାବ ତି)

[ସମ୍ପାଦନା]
୧. ମହା ବିପଦ୍ — ୧. Great danger; calamity.
୨. ଆପଦ୍; ବିପ୍ଦ —୨. Danger.
୩. ନାଶ; କ୍ଷୟ —୩. Rain;decay.
୪. ବିନାଶ —୪. Destruction.
୫. ଦୁରବସ୍ଥା; ଦୁର୍ଦ୍ଦଶା; ଦୁର୍ଭାଗ୍ୟ —୫. Misfortune.
୬. ସମ୍ପତ୍ତି ନାଶ —୬. Adversity.