Jump to content

ବିପତ୍ତିକର

ଉଇକିଅଭିଧାନ‌ରୁ

ବିପତ୍ତିକର

ଉଚ୍ଚାରଣ

[ସମ୍ପାଦନା]

(ବିପତ୍ତିକାର, ବିପତ୍ତିଜନକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବିପତ୍ତି+କୃ ଧାତୁ+କର୍ତ୍ତ ଅ)

[ସମ୍ପାଦନା]

ଯାହା ବିପତ୍ତି ଘଟାଏ —Bringing about calamity or adversity.