Jump to content

ବିପତ୍ତିଖଣ୍ଡନ

ଉଇକିଅଭିଧାନ‌ରୁ

ବିପତ୍ତିଖଣ୍ଡନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବୁପତ୍ତି+ଖଣ୍ଡନ)

[ସମ୍ପାଦନା]

ବିପତ୍ତିର ବିନାଶନ ବା ଦୁରୀକରଣ —The removal of calamity.