Jump to content

ବିପତ୍ତି ଧ୍ୱଂସ

ଉଇକିଅଭିଧାନ‌ରୁ

ବିପତ୍ତି ଧ୍ୱଂସ

ଉଚ୍ଚାରଣ

[ସମ୍ପାଦନା]

(ବିପତ୍ତି ନାଶ, ବିପତ୍ତିବିଧ୍ୱଂସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିପତ୍ତି+ଧ୍ୱଂସ)

[ସମ୍ପାଦନା]

ବିପତ୍ତି ଖଣ୍ଡନ, ବିପତ୍ତିର ଦୂରୀକରଣ —The disappearance of calamity.