ବିପତ୍ତି ଧ୍ୱଂସକ
ଦେଖଣା
ବିପତ୍ତି ଧ୍ୱଂସକ
ଉଚ୍ଚାରଣ
[ସମ୍ପାଦନା]ବିପତ୍ତିଧ୍ୱଂସୀ, ବିପତ୍ତିନାଶକ, ବିପତ୍ତିନାଶୀ, ବିପତ୍ତିଭଞ୍ଜକ, ବିପତ୍ତିଭଞ୍ଜୀଅନ୍ୟରୂପ
(ବିପତ୍ତିଧ୍ୱଂସିକା, ବିପତ୍ତିଧ୍ୱଂସିନୀ, ବିପତ୍ତିନାଶିକା, ବିପତ୍ତିନାଶିନୀ, ବିପତ୍ତିଭଞ୍ଜିକା, ବିପତ୍ତିଭଞ୍ଜିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେ ବିପତ୍ତିକୁ ଖଣ୍ଡନ ବା ନାଶ କରେ —One who frees a person from danger;alleviating one's misfortune.