Jump to content

ବିପତ୍ତି ନାଶନ

ଉଇକିଅଭିଧାନ‌ରୁ

ବିପତ୍ତି ନାଶନ

ଉଚ୍ଚାରଣ

[ସମ୍ପାଦନା]

ବିପତ୍ତିଧ୍ୱଂସନ, ବିପତ୍ତିଭଞ୍ଜନ, ବିପତ୍ତିସଂହାରଣ, ବିପତ୍ତିଖଣ୍ଡନଅନ୍ୟରୂପ

(ବିପତ୍ତିନାଶିନୀ, ବିପତ୍ତିଧ୍ୱଂସିନୀ, ବିପତ୍ତିଭଞ୍ଜନୀ, ବିପତ୍ତିସଂହାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିପତ୍ତି+ନାଶନ)

[ସମ୍ପାଦନା]

ଅନ୍ୟବ୍ୟକ୍ତିର ବିପତ୍ତିକୁ ଖଣ୍ତନ କରିବା —Alleviation of another's misfortune.