ବିପତ୍ତି ବାରଣ
(ଅନ୍ୟରୂପ, ବିପନ୍ନିବାରଣ—ଅନ୍ୟରୂପ)
ଯେ ଅନ୍ୟ ବ୍ୟକ୍ତି ଉପରେ ପଡ଼ିବା ବିପତ୍ତିକୁ ପୂର୍ବରୁ ବନ୍ଦ କରାଏ —Preventing the happenig of a calamity.
ବିପତ୍ତି ପଡ଼ିବାକୁ ନ ଦେବା —Prevention of a calamity.