Jump to content

ବିପତ୍ତି ମୋଚନ

ଉଇକିଅଭିଧାନ‌ରୁ

ବିପତ୍ତି ମୋଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିପତ୍ତିରୁ ଉଦ୍ଧାର ପାଇବା — Deliverance from calamity.
୨. ବିପଦରୁ ଉଦ୍ଧାର କରିବା —୨. Delivering one from danger.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେ ବିପତ୍ତିରୁ ଉଦ୍ଧାର କରନ୍ତି —Delivering from danger or calamity.