ବିପଥ
ଦେଖଣା
ବିପଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବି=ବିରୁଦ୍ଧ, କୁତ୍ସିତ+ପଥ)
[ସମ୍ପାଦନା]- ୧. ଅବାଟ; ଅପଥ, ଯାହା ରାସ୍ତା ନୁହେଁ —୧. A wrong road
- ୨. ବୋରାସ୍ତା; ଅସତ୍ପଥ; କୁମାର୍ଗ; ମନ୍ଦ ପଥ —୨. A bad road track.
- ୪. (ଲକ୍ଷଣାର୍ଥ) ନନ୍ଦିତ କର୍ମମାନ —୩. (figurative) Blameworth acts.
- ୫. ନନ୍ଦିତ ଆଚରଣ —୫. Evil conduct.
- ୬. (୬ଷ୍ଠୀ ତତ୍; ବି+ପନ୍ଥା; ପକ୍ଷୀମାନଙ୍କ ମାର୍ଗ) ଆକାଶ — ୬. The sky.
[ବିପଥ ଦୃଶ୍ୟ ତମ ଜନିତାବଧି ଭଞ୍ଜ, ବୈଦେହୀଶବିଳାସ]