ବିପଦାର୍ତ୍ତ
(ବିପଦାର୍ତ୍ତା—ସ୍ତ୍ରୀ; ବିପଦାର୍ତ୍ତି—ବି)
ବିପଦଦ୍ୱାରା ବ୍ୟାକୁଳ ବା ଜର୍ଜରିତ —Overwhelmed with calamities.