Jump to content

ବିପଦୁଦ୍ଧରଣକ୍ଷମ

ଉଇକିଅଭିଧାନ‌ରୁ

ବିପଦୁଦ୍ଧରଣକ୍ଷମ

ଉଚ୍ଚାରଣ

[ସମ୍ପାଦନା]
(ବିପଦୁଦ୍ଧରଣକ୍ଷମା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୫ମୀ ତତ୍; ୭ମୀ ତତ୍ପୁରୁଷ; ବିପଦ୍+ଉଦ୍ଧରଣ+କ୍ଷମ)

[ସମ୍ପାଦନା]

ଯେ ଅନ୍ୟ ଲୋକକୁ ବିପଦରୁ ଉଦ୍ଧାର କରିପାରେ — Capable of saving a person from calamity.