ବିପଦ ବିନାଶକ
ଦେଖଣା
ବିପଦ ବିନାଶକ
ଉଚ୍ଚାରଣ
[ସମ୍ପାଦନା]ବିପଦ୍ ବିନାଶନ, ବିପଦ୍ ବିନାଶୀ, ବିପଦ୍ଭଞ୍ଜନ, ବିପଦଭଞ୍ଜନଅନ୍ୟରୂପ
ସଂସ୍କୃତ - ବିଶେଷଣ - ପୁଂ—(ଉପପଦ ତତ୍; ବିପଦ୍+ବି+ନାଶି ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]ଯେ ବିପଦକୁ ନାଶ କରନ୍ତି ବିପନ୍ନ ବ୍ୟକ୍ତିକୁ ବିପଦକୁ ରକ୍ଷା କରନ୍ତି —Saving a person from calamity
ବିପଦ୍ ବିନାଶିକା, ବିପଦ୍ ବିନାଶିନୀ, ବିପଦ୍ ଭଞ୍ଜିକା, ବିପଦ୍ ଭଞ୍ଜିନୀସ୍ତ୍ରୀ