Jump to content

ବିପନ୍ନତାରଣ

ଉଇକିଅଭିଧାନ‌ରୁ

ବିପନ୍ନତାରଣ

ଉଚ୍ଚାରଣ

[ସମ୍ପାଦନା]

(ବିପନ୍ନରକ୍ଷକ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବିପନ୍ନ+ତୃ ଧାତୁ ଣିଚ୍+ଭାବ. ଅନ)

[ସମ୍ପାଦନା]

ବିପଦ୍ଗ୍ରସ୍ତ ବ୍ୟକ୍ତିକୁ ବିପଦରୁ ରକ୍ଷା କରିବା — Saving a man in distress.

ସଂସ୍କୃତ - ବିଶେଷଣ - (+କର୍ତ୍ତୃ. ଅନ)

[ସମ୍ପାଦନା]

ବିପନ୍ନ ବ୍ୟକ୍ତିର ରକ୍ଷାକରୀ — Delivering a man from calamities.