Jump to content

ବିପନ୍ନାଶ୍ରୟ

ଉଇକିଅଭିଧାନ‌ରୁ

ବିପନ୍ନାଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିପନ୍ନ+ଆଶ୍ରୟ)

[ସମ୍ପାଦନା]

ବିପନ୍ନ ବ୍ୟକ୍ତିର ଏକମାତ୍ର ସହାୟ —The refuge or patron of a person in distress.