Jump to content

ବିପନ୍ନିବର୍ତ୍ତକ

ଉଇକିଅଭିଧାନ‌ରୁ

ବିପନ୍ନିବର୍ତ୍ତକ

ଉଚ୍ଚାରଣ

[ସମ୍ପାଦନା]

(ବିପନ୍ନାଶକ, ବିପନ୍ନାଶୀ—ଅନ୍ୟରୂପ)

(ବିପନ୍ନିବର୍ତ୍ତିକା, ବିପନ୍ନାଶିକା, ବିପନ୍ନାଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବିପଦ୍+ନିବର୍ତ୍ତକ)

[ସମ୍ପାଦନା]
୧. ବିପଦ୍ଭଞ୍ଜନ —୧. Saving people from disaster.
୨. ବିପନ୍ନବାରକ (ଦେଖ) - —୨. bipannibāraka (See)