ବିପରିଣତ
ଦେଖଣା
ବିପରିଣତ
ଉଚ୍ଚାରଣ
[ସମ୍ପାଦନା]ବିପରିଣତି, ବିପରିଣାମ—ବି
ସଂସ୍କୃତ - ବିଶେଷଣ - (ବି+ପରି+ନମ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ବିପର୍ଯ୍ୟସ୍ତ; ବ୍ୟତିବସ୍ତ —୧. Confused; overwhelmed; upturned.
- ୨. ପରି— ବର୍ତ୍ତିତ —୨. Changed; transfigured; transformed.
- ୩. ବିନଷ୍ଟ —୩. Ruined.
- ୪. ମୃତ —୪. Dead.
- ୫. ବିପରୀତ —୫. Contrary.
- ୬. ବିକୃତ —୬. Deteriorated.