Jump to content

ବିପରିବର୍ତ୍ତନ

ଉଇକିଅଭିଧାନ‌ରୁ

ବିପରିବର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

(ବିପରିବର୍ତ୍ତିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ବି+ପରି+ବୃତ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ବିପର୍ଯ୍ୟୟ; ଓଲଟାଇବା —୧. upturning; inverting.
୨. ବଦଳାଇବା —୨. Changing.
୩. ସମ୍ପୂର୍ଣ୍ଣ ପରିବର୍ତ୍ତନ —୩. Transformation.