Jump to content

ବିପରୀତ

ଉଇକିଅଭିଧାନ‌ରୁ

ବିପରୀତ

ଉଚ୍ଚାରଣ

[ସମ୍ପାଦନା]
(ବିପରୀତା—ସ୍ତ୍ରୀ) 

[ବିପରୀତା(ତ୍ୱ)—ବି]

  • (file)
  • (file)

ସଂସ୍କୃତ - ବିଶେଷଣ - (ବି+ପରି=ପ୍ରତିକୂଳ+ଇ ଧାତୁ=ଯିବା+କର୍ତ୍ତୃ. ତ)

[ସମ୍ପାଦନା]
୧. ବିରୁଦ୍ଧ —୧. Adverse; contrary.
୨. ଓଲଟା —୨. Reverse; inverted; in reverse; order.
୩. ପ୍ରତିକୂଳ —୩. Opposite; untoward.
୪. ଅସ୍ୱାଭାବିକ —୪. Unnatural.
୫. ଅନିଷ୍ଟାଚରଣରେ ତତ୍ପର (ହିନ୍ଦୀ - ଶ) —୫. Injurious.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ରତିବିଶେଷ; ଓଲଟ ରତି; ପୁରୁଷାୟିତ — An inverted pose in sexual embrace.

[ଦ୍ରଷ୍ଟବ୍ୟ —ଏହା ରତିଶାସ୍ତ୍ରୋକ୍ତ ୧୬: ପ୍ରକାର ରତିବନ୍ଧ ମଧ୍ୟରୁ ଦଶମ ହିନ୍ଦୀ - ଶ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଓଲଟା ପଖ —୧. The reverse.
୨. ଆଶାତିରିକ୍ତ ଘଟାଣା —୨. An unexpected thing; the reverse of what was expected.

[ଦ୍ରଷ୍ଟବ୍ୟ —ଏ କଥା ଅତି ବିପରୀତ, ଗର୍ଭ ତା ଦିଶିଲା ଏମନ୍ତ—ଜଗନ୍ନାଥ. ଭାଗବତ]