Jump to content

ବିପରୀତାର୍ଥକ

ଉଇକିଅଭିଧାନ‌ରୁ

ବିପରୀତାର୍ଥକ

ଉଚ୍ଚାରଣ

[ସମ୍ପାଦନା]

ସ. ବିଶେଷଣ - (ବିପରୀତାର୍ଥ+କ)

[ସମ୍ପାଦନା]
୧. ଯେ କୌଣସି କଥାର ବିପରୀତ ଅର୍ଥ କରେ —୧. Interpreting a thing in an opposite sense.
୨. ଯହିଁରୁ ବିପରୀତାର୍ଥ ବୁଝାଯାଏ —୨. Conveying an opposite meaning.