Jump to content

ବିପର୍ଯ୍ୟସ୍ତ

ଉଇକିଅଭିଧାନ‌ରୁ

ବିପର୍ଯ୍ୟସ୍ତ

ଉଚ୍ଚାରଣ

[ସମ୍ପାଦନା]

(ବିପର୍ଯ୍ୟାସ—ବି)

  • (file)

ସଂସ୍କୃତ - ବିଶେଷଣ - (ବି+ପରି+ଅସ୍ ଧାତୁ=କ୍ଷେପଣ କରିବା+ କର୍ମ. ତ)

[ସମ୍ପାଦନା]
୧. ବ୍ୟତିକ୍ରାନ୍ତ; ବ୍ୟତିକ୍ରମପ୍ରାପ୍ତ — ୧. Reversed.
୨. ଲେଉଟା ହୋଇଥିବା; ଓଲଟା —୨. Inverted; retrogade; tupsy- turvy; turned upside down.
୩. ଛିନିଛତ୍ର; ସମ୍ପୂର୍ଣ୍ଣ ରୂପେ ପରାଭୂତ ହୋଇ ଏଣେତେଣେ ପଳାଇଥିବା — ୩. Routed; confused.
୪. ପରସ୍ପର ଓଲଟପାଲଟ— ହୋଇଥିବା —୪. Mutually changing places.